by Krushnapriya Mohapatra ✓ · 11 Mar 2020
ଅଗାଧ ସାଗର ପ୍ରାୟ ଲାଗେ ଏ ସଂସାର ତୁମ ନାମ ଜପି ଏଥୁ ହେବି ମୁଁ ଉଦ୍ଧାର। ନାରାୟଣ ନାରାୟଣ ଜପୁଥିବି ତୁଣ୍ଡେ ଉଡ଼ିଯିବ ପ୍ରାଣପକ୍ଷୀ, ଥିବି ବଡ଼ଦାଣ୍ଡେ।
Loading comments…
Comments
Loading comments…