by Mahendra Kumar Pradhan ✓ · 7 Jul 2020
ବିଶ୍ଵ ଦରଶନେ ଆଉ ନକରି ହେଳା ବଞ୍ଚାଅ ବଞ୍ଚାଅ ପ୍ରଭୁ ଭେଳା ନହେଲେ ଏ ଜଗତ ବୁଡିଗଲା ! ସୃଷ୍ଟିକୁ ଦେଖ ମହାମାରୀ ଗ୍ରାସକଲା ରକ୍ଷାକର ତୁମ ସଂସାର ଭାସିଗଲା , ବିଶ୍ଵନିୟନ୍ତା ଆହେ ପ୍ରଭୁ ଚକାଡୋଳା !
Loading comments…
Loading comments…