by Sambit Srikumar ✓ · 4 Sept 2020
ଯେତେ ଚେଷ୍ଟା କଲେ ମଧ୍ୟ ତୁମେ କେହି ମୋତେ ପାରିବନି ଛୁଇଁ ଅବା ଧରି କାହିଁକିନା ମୋ କ୍ଷତର ବ୍ୟାପ୍ତି ଅସୀମ ଅନନ୍ତ ଏ ସାରା ଆକାଶ ଆଉ ତୁମ ହାତ ବହୁତ ଛୋଟ
Loading comments…
Comments
Loading comments…