by RUKEYA JABEEN ✓ · 31 Jan 2022
ଆଉ ନାହିଁ ସେ ସାଧାରଣ ହୋଇ ରହିବାର ଆଶା ଜାତି ଧର୍ମ ବର୍ଣ୍ଣ ପଦ ପଦବୀ ସବୁଠି ଲୋଭର ନିଶା ନିଜକୁ ସର୍ବୋତ୍ତମ ବୋଲାଇବାର ଅଭିଳାଷା ପରସ୍ପରକୁ ହରେଇବାର ପ୍ରତିଦ୍ୱନ୍ଦ୍ୱିତାରେ ଛନ୍ଦା ପସା ।
Loading comments…
Comments
Loading comments…