by Banalaxmi Mohanty ✓ · 4 May 2021
କେତେ ଫୁଲେଇ ହେଉଛ ପୁଅଙ୍କୁ କୋଣେଇ ଚାହୁଁଛ ଆଗକୁ ପଛକୁ ଚାହିଁ ଡ୍ରେସ୍ ଟିକେ ଝାଡି ଦେଉଛ ଜିନସ୍ ମାରି ଆସିଛ ହାଇହିଲ୍ ପାଦେ ମାଡିଛ ସତେ ମାର୍କେଟ୍ ଖାଇ ଯାଉଛ।
Loading comments…
Loading comments…