by jyotsna mayee panda ✓ · 20 Oct 2020
ସଭ୍ୟତାର ପରସ୍ତ ପରସ୍ତ ଅଳନ୍ଧୁ ll କେତେ କଳଙ୍କିତ କରେ ଇତିହାସ ll ପୁଣି ଜନ୍ମ ହୁଅଇ ସେ କଳାପାହାଡ଼ ll ସବୁ ଛାର ଖାର କରେ ତା ଆୟୁଧ ll ଭାଙ୍ଗି ଉଜାଡି ଦିଏ ସେ ମନ୍ଦିରକୁ ll
Loading comments…
Comments
Loading comments…