by Kali Kumar ✓ · 15 Oct 2020
ପ୍ରବଳ ପ୍ରତାପି ଅହଙ୍କାରୀ ଦୁଷ୍ଟ ଧୃତରାଷ୍ଟ୍ରୀ ବାନ୍ଧିବାକୁ ଚାଲିଥିଲା ସର୍ବବ୍ୟାପୀଙ୍କୁ ନେଇ ସୁଦୀର୍ଘ ସୁଶକ୍ତ ଲୌହ ଶିକୁଳି ଚୁନା ହେଲା ଦମ୍ଭ, ଭାଙ୍ଗିଗଲା ଗର୍ବ ଦର୍ଶନେ, ବିଶାଳ ବିରାଟ ସର୍ବବିଧ ରୂପ ଥର ଥର କମ୍ପି ଉଠିଲା ଭୁବନ, କ
Loading comments…
Comments
Loading comments…