by BULU BEHERA ✓ · 12 Aug 2021
ଯେତେ ନେତା ଓ ନେତ୍ରୀମାନେ କରିଥିଲେ ଏ ଦେଶକୁ ସ୍ୱାଧୀନ, କେତେ ଲାଠିମାଡ଼ ଫାଶୀ ପାଇ ଦେଲେ ସେମାନେ ନିଜର ଜୀବନ | ଆଜାଦ - ହିନ୍ଦ - ଫୌଜ ଗଢିଲେ ଲଢ଼ିବା ପାଇଁ ଦେଶକୁ ନେତାଜୀ ||
Loading comments…
Loading comments…