by Abhakanta ✓ · 12 Aug 2017
ଜୀବନ ଜିଇଁବ ଯାଉ ଯେତେଦିନ ଯାତ୍ରା ଯବନିକା ଯାଏ କବଳି କର୍ପୂର କଠୋର କାହାଣୀ କର୍ମରେ କରକା ପ୍ରାୟେ । ଠକି ଠିକେ ଠିକେ ଠକଠକେ ଠିଆ କାଠ ଛ'ଖଣ୍ଡର ଠେକ ଛଳେ ଛୁକନା ଛାପି ଛାଡ଼ିଲେ ବି ଚହଟେ ଚଡ଼କା ଛକ ।।
Loading comments…
Loading comments…