by Giridhari Dhal ✓ · 18 Jun 2019
ସଡ଼କ ଯୋଜନା ସଡ଼କରୁ ଫେରେ କିନ୍ତୁ ଫଳକ ସଡ଼କେ ଦିଶୁଛି, ସଡ଼କ ବାବଦେ ଯୋଜନାର ଟଙ୍କା ପକେଟ ଗର୍ଭ କୁ ପଶୁଛି, କିଏ ବା କାହାକୁ କହୁଛି,,,,, ଡେଙ୍ଗା ମୁଣ୍ଡରେ ଠେଙ୍ଗା ମାଡ଼ ଖାଇ ଜନତା ନିରବ ରହୁଛି, ତଥାପି ମୋ ଗାଁ ହସୁଛି,
Loading comments…
Loading comments…