by Mamatamanjari Das ✓ · 29 Aug 2021
ମଣିଷ ଏଠି ବୁଝେନି କେବେ ହୃଦୟର ଭାଷା ,, ତା' ପାଇଁ ମୂଲ୍ୟବାନ ,, ଧନ ସମ୍ପତ୍ତି ର ପ୍ରାଚୁର୍ଯ୍ୟ ଆଉ ଅମାପ ପଇସା । କେହି ଏଠି ବୁଝେନି ଦୁଃଖୀ ହୃଦୟର କୋହ ସଭିଙ୍କୁ ଆକୃଷ୍ଟ କରେ ବିଳାଶ ଭରା ଜୀବନ ମୋତି ମାଣିକର ମୋହ ।
Loading comments…
Comments
Loading comments…