by Amit Bal ✓ · 21 Dec 2020
ସୂର୍ଯ୍ୟ ଚନ୍ଦ୍ର ତାରା ତୁମରି ବକ୍ଷରେ ଶୋଭା ପାଆନ୍ତି ଜଣା ନାହିଁ କାହିଁ କେତେ ଅନାଦି କାଳରୁ, ବିଛୁରିତ କରି ଆଲୋକର ସେ ଅପୂର୍ବ ସମ୍ଭାର ସଜାନ୍ତି ତମକୁ ଦୂର କରି ଅନ୍ଧକାରୁ ,
Loading comments…
Comments
Loading comments…