by କଳ୍ପନା ରାୟ ✓ · 11 Nov 2020
ତୁମକୁ ଦେଖି ବିଶାଳ ହୁଏ ହୃଦୟ ମନ ହୁଏ ସ୍ଥିର ଆଉ ସ୍ଵପ୍ନମୟ ସୀତାଙ୍କୁ ଯାଇଥିଲେ ତୋ ପଥରେ ତପସ୍ୟା ପଥ ଥିଲା ଅର୍ଜୁନଙ୍କର ତୁ ନ ଥିଲେ ନଥାନ୍ତା କାହାରି ଜୀବନ
Loading comments…
Comments
Loading comments…