by RAKHAL CHANDRA SWAIN ✓ · 11 Jan 2022
କଞ୍ଚା ଲୁହା ହେଇ କମାର ଶାଳରେ ଅନେକ ହାତୁଡି ପାହାର ଖାଇଛି। ଲୁହା ହେଇ ଜଳିଛି ବୋଲି ତ ଫାଳ ହେଇ ଆଜି ହଳ କରୁଛି। ନୂଆ ଅମଳ କରିବାର ବାଟ ଫିଟିଛି।
Loading comments…
Loading comments…