by Shiba Charan Mahapatra ✓ · 13 Sept 2021
ଆଖି କହେ କେତେ ଆଖି ତଳ କଥା ଗୋପନେ ସହେ ଯା' ଆଖି ଆଖି ସହେ ପୁଣି ଆଖି ଛଳ ବ୍ୟଥା ଜୀବନେ ଭେଟେ ଯା ଆଖି..! ଗରମ ନିଃଶ୍ବାସେ ମରମ ବେଦନା ସହେ ପୁଣି ଏଇ ଆଖି ସଖି' ଭାରି ଦଗାଦିଆ ଏଇ ଆଖି..!
Loading comments…
Loading comments…