by Abhakanta ✓ · 26 Aug 2017
ଆଖିହଜା ସେଇ ନୀଳ ଗଗନରେ ହଜିବି ଦିନେ ମୁଁ ଯାଇ, ପୁଣି ଲେଉଟିବି ଧରାତଳେ ନିଶ୍ଚେ ଅମୃତ ବିନ୍ଦୁଟେ ହୋଇ ।
Loading comments…
Loading comments…