by Pramila Mohanty ✓ · 24 Nov 2020
ଆଶାନେଇ ବଞିବା ପରିସ୍ଥିତିର ଏକ ଅବ୍ଯକ୍ତ ସଂଵାହକ ପ୍ରେରଣା ଆସୁ ପଛେ ଯେତେ ପରିସ୍ଥିତି ଆଶାର ଆଲୋକ ର ରଶ୍ମି କିରଣ ହାରିବାକୁ ଦିଏନା ଉନ୍ମାଦରେ ଆଗକୁ ହାତ ଧରି ନିଏ ଆସୁପଛେ ଯେତେ ଯନ୍ତ୍ରଣା
Loading comments…
Comments
Loading comments…