by Lokanath Rath ✓ · 21 Jun 2021
ଚାଳଘର ଚାଳ ଉପରେ ମାଡ଼ିଥିବା ଗଛର ଲତା, ପୋଇ, କାକୁଡି, ଜହ୍ନି, ଲାଉ ସଙ୍ଗେ କଲରା, ଛଚିନ୍ଦ୍ରା. ବର୍ଷା ଖରା ଶୀତ କାକର ଯେତେ ସେ ସବୁ ଖାଇ, ତାଜା ତାଜା ପୋଷକ ପରିବା ସଦା ଦେଉଥାଇ.
Loading comments…
Loading comments…