by Akankshyamayee Dash ✓ · 27 Aug 2021
ଚାଷୀ ଭାଇ ଟି ଘର କୁ ଫେରିଲେ କୋଦାଳ ହାତେ ନେଇ ବାଡି ବଗିଚା ରେ ନାନା ମନ ରୋମ ଦୃଶ୍ୟ ଦିଶନ୍ତି ଆଭାସ ର ଭାଷ୍ୟ ତିନି ଖେତ ରେ ସବୁଜ ବନ ବିଲ ପାହାନ୍ତିଆ ପହରୁ ଲୋକେ କରନ୍ତି କୋଳାହଳ ସଞ୍ଜ ସମୟେ ଗୁହାଳ କୁ ଗୋରୁ ଫେରନ୍ତି ରଡ଼ି
Loading comments…
Loading comments…