by Sunanda Mohanty ✓ · 22 Sept 2021
ପଞ୍ଚସଖା ପୀଠ ଆଣେ ସ୍ମୃତିର ମରାଳ ମନ୍ଦିରରେ ଶୋଭାପାନ୍ତି ରାଧାକୃଷ୍ଣ ଯୁଗଳ ଅଁଳାନବମୀରେ ରାଧାଙ୍କ ପଦ ଯୁଗଳ ଶିହରଣ ଆଣେ ଛୁଇଁ ଦେଇ ତତ୍କାଳ ଫୁଲୁରୀ ଫୁଲେ ସଜେଇ ଫୁଲ ମାଳମାଳ ପାଉଁଜି ଅଳତା ଝୁଣ୍ଟିଆ ସାଥେ ଦୁଇହଳ
Loading comments…
Comments
Loading comments…