by Kamala Satpathy ✓ · 5 Aug 2019
ରଜ ଦୋଳି ବନ୍ଧା ଆଜି ବି ହେଉଛି ପୂର୍ଣ୍ଣମୀର ଜହ୍ନ ଆକାଶେ ଉଉଁଛି କିନ୍ତୁ ଖେଳିବ କୋଉ ଭଉଣୀ ? ସଭିଙ୍କୁ ନେଇଛି ସହର ଟାଣି !
Loading comments…
Loading comments…