by Kalyani Nanda ✓ · 31 Aug 2020
ଆଜି ବି ମହାଭାରତର ଦରବାର, ପଶାପାଲିରେ ହୁଏ ସଜ୍ଜିତ, କେତେ ସୀତା, ଅହଲ୍ୟା, ଦ୍ରୋପଦୀର, ଅସ୍ମିତାର ହୁଏ ଅସମ୍ମାନ, ହୁଏ ଭୂଲୁଣ୍ଠିତ
Loading comments…
Loading comments…