by Rabindra kumar Sahoo ✓ · 20 Apr 2021
ନାଲି ଆଖିରେ କାହାର ଡରିବୁ ନାହିଁ ଅନ୍ୟାୟ, ଅନୀତି, ଦୁର୍ନୀତି କରି ମରିବୁ ନାହିଁ ନୀତି, ଆଦର୍ଶକୁ ଜଳାଞ୍ଜଳି ଦେଇ ତୋଷାମଦି, ଖୁସାମତି, ଚାପୁଲୁସି କେବେ କରିବୁ ନାହିଁ
Loading comments…
Comments
Loading comments…