by Jayanti Jena ✓ · 14 Jun 2021
ସଜାଡି ରଖିଚି ତମ ପାଇଁ ମୁଁ ଆବାହନରେ ହିଁ ପବିତ୍ରିକରଣ ମନ୍ତ୍ର ସିଂଚନ ସଞ୍ଚିତ ଜୀବନର ପୁଣ୍ୟତାକୁ ବୋଳିଦେବି ଆପାଦ ମସ୍ତକ
Loading comments…
Loading comments…