by Eli Mohanty ✓ · 21 Jun 2018
ମୋ ଆଖିରୁ ନିଗିଡି ପଡୁଛି କେତେ ରଂଗର ଲୁହ ! ତୋତେ ସାରା ବିଶ୍ୱ ଆଗରେ ଦୟନୀୟ କରି ରଖିବାକୁ ମୁଁ ଅଳ୍ପ ଅଳ୍ପ କରି କାଟୁଛି ତୋ ଡେଣା
Loading comments…
Loading comments…