ଯଦି ଦେଲ ନାହିଁ ଖୁଦ କଣିକାରୁ
ମନେ ନାହିଁ ମୋର ଖେଦ
ଅଡୁଆ ସୁତାକୁ ନ ଫିଟାଇ
ତମେ କଲ ବଡ଼ ନାଟ ।
ଲକ୍ଷ୍ମୀ ମାଙ୍କୁ କହିବି
ପ୍ରଭୁହେ ତୁମରି ଏଇ ଲୀଳା ।
ଜଗନ୍ନାଥ ହେ ସୁମରି ତୁମରି ଲୀଳା
ଆରମ୍ଭ କରୁଚି ଆହେ ଦୟାନିଧି
ଆଜିଠୁ କବିତା ମାଳା ।
ଯଦି ଦେଲ ନାହିଁ ଖୁଦ କଣିକାରୁ
ମନେ ନାହିଁ ମୋର ଖେଦ
ଅଡୁଆ ସୁତାକୁ ନ ଫିଟାଇ
ତମେ କଲ ବଡ଼ ନାଟ ।
ଲକ୍ଷ୍ମୀ ମାଙ୍କୁ କହିବି
ପ୍ରଭୁହେ ତୁମରି ଏଇ ଲୀଳା ।
ଜଗନ୍ନାଥ ହେ ସୁମରି ତୁମରି ଲୀଳା
ଆରମ୍ଭ କରୁଚି ଆହେ ଦୟାନିଧି
ଆଜିଠୁ କବିତା ମାଳା ।
Loading comments…