by Prafulla Chandra Mishra ✓ · 1 Nov 2018
ଶାର୍ଦ୍ଦୁଳ ବାହାନେ ଦେବୀ ଦଶଭୁଜା ସଙ୍ଗେ ଘେନି ପଦ୍ମା,ଶାରଦା ବିରଜା ହୁଅ ବିରାଜିତ ଡାକନ୍ତି ଭକତ , ବିସ୍ତାରି ତୋହର ମାୟା ଆସ ଆସ ମା ଅଭୟା
Loading comments…
Loading comments…