by pranati Mahapatra ✓ · 30 Jun 2020
କଳା ସଂସ୍କୃତି ଭାଷାର ସହର ଆସ ବନ୍ଧୁ ବାଲେଶ୍ଵର, ଚାନ୍ଦିପୁରର ଚାନ୍ଦି ଥାଳିଆରେ ପାଦପଖାଳଇ ବଙ୍ଗୋପସାଗର।(୯ ) ସ୍ଵର୍ଣ୍ଣଚୁଡ଼ ଯା'ର ମଥାର ମୁକୁଟ କଟିରେ ବୁଢାବଳଙ୍ଗ, ସବୁ ବିପଦକୁ ଏଡେଇ ଦିଅନ୍ତି ବାବା ଭୂଷଣ୍ଡ ଦେବ।
Loading comments…
Loading comments…