by Gangotri Priyadarshini ✓ · 22 Oct 2020
ଛମ୍ ଛମ ତୁମ ଚାଲି ମତ୍ତଗଜ ହୃଦ ଅବସ୍ଥା କି କହିବି ସତେ ହୋଇ ଆନମନା ହେ ମେଘ ବରନା ଫଲଗୁ ଧାରା ପ୍ରାୟ ଯାଉଛ ବହି
Loading comments…
Comments
Loading comments…