by Jagannath Barik ✓ · 6 Nov 2021
ଦେଖ ହସୁଛି ଚାନ୍ଦ ତାରା ମେଳେ ଆନନ୍ଦ ଲୁଚକାଳି ସେ ଖେଳେ କଳା ବଉଦ ତଳେ ଦେଖ ହସି ହସିକା ଫୁଲେ ତରୁ ଲତିକା ପବନରେ ଝୁଲୁଥାଇ ଫୁଲି ଫୁଲିକା ||
Loading comments…
Loading comments…