by Krushnapriya Mohapatra ✓ · 7 Oct 2020
ସବୁଜ ଶ୍ୟାମଳ କ୍ଷେତେ ଫୁଟି କାଶତଣ୍ଡି , ସରାଗେ କେ ଦେଇଅଛି ଅନୁପମ ଝୋଟି । କାହିଁ ଦିଶେ କାଶତଣ୍ଡି ଦୂରରୁ ନୀଶିଥେ , ଶ୍ଵେତସ୍ମଶ୍ରୁଧାରୀ କେହି ତପସ୍ୱୀ ପରାଏ ।
Loading comments…
Comments
Loading comments…