by Pravat Kumar Nayak ✓ · 25 Oct 2018
ଦୀପାଳୀ - ମାଟି ପିଣ୍ତ ଏହି ମାଟି ଦୀପ ପରି ଆତ୍ମା ଶିଖା ଜଳେ ଯହିଁ ନବରାତ୍ରି ନୁହେଁ ଚିରକାଳ ପାଇଁ ସେ ଦୀପାଳୀ ଜାଳି ଦେଇ ।
Loading comments…
Comments
Loading comments…