by Nrusingha Rout ✓ · 8 Jan 2021
ବିଫଳତାର ଏଇ ଅନ୍ଧ ଅର୍ଗଳିରୁ ସଫଳତା ପାଇଁ ଧାଁ ଦୌଡରେ ଆସ ବାଣ୍ଟିବାକୁ ଚେନାଏ ହସ ନଥିବ କ୍ଲେଶର କ୍ଳୀଷ୍ଟ ଉପପାଦ୍ୟ ନବବର୍ଷ ତୁମେ ଢାଳିଦିଅ ଆସି ତୁମ ପ୍ରେମ ପରଶ।।
Loading comments…
Loading comments…