by BISWESWAR MAJHI ✓ · 16 May 2019
ନିଆଁ ପୁଆଁ ଏକ ଅଭିନବ ଶୈଳୀ ନାତିକୁ ଡାକଇ ଅଜା । ଗୃହିଣୀ ତା ମଧ୍ୟେ ଚା' ଟିକେ ଦେଇ ଆସର ଜମାନ୍ତି ଭଲ ଅବୋଧ ଶିଶୁଙ୍କୁ କୋଳରେ ପୁରାଇ କରୁଥାନ୍ତି ଟିକେ ଗେଲ । ନିଆଁ ଲିଭିଗଲେ ଯିଏ ଯାହା ବାଟେ କର୍ମ ଆଦରି ଯାଆନ୍ତି କର୍ମ ବିନା ଦରିଦ୍ରର ମୁକ୍ତି କାହିଁ ବର୍ଷା ଶୀତ ଖରା ତାତି !!
Loading comments…
Loading comments…