by Balaram Barik ✓ · 5 Aug 2019
ପାଣ୍ଡବଙ୍କ ସମ ଜୁଆଡି ହେଲେ। ଅକଲ ଯେ ଆସେ ଇଜ୍ଜତ ଗଲେ। ଦୁଃଶାସନ ପରି ପାମର ହେଲେ। ଜଙ୍ଘ ଭାଙ୍ଗେ ପ୍ରାଣ କାନ୍ଦେ ବିକଳେ।
Loading comments…
Loading comments…