by Prafulla Chandra Mishra ✓ · 6 Apr 2020
ଦେଖ ପୁଣି କିଏ ମାଡ଼ି ମାଡ଼ି ଆସେ ଆମ ସୀମାରେଖା ଟପି ବିଚ୍ଛିନ୍ନାଞ୍ଚଳ ରେ ବ୍ୟବଛେଦ ହୁଏ ଦେଖ ଆମ ଭାଷା ଲିପି ନଦ,ନଦୀ ଏବେ ଶୁଖିଲା ପଡ଼ିଛି କେତେ ହେବାରେ ବିବସ ନହୁଅ ଆଉ ବିରସ,ଆସ ମନରୁ ତେଜି ଅଳସ ।।
Loading comments…
Loading comments…