by Lokanath Rath ✓ · 27 May 2021
ମନ୍ଦିର ମସଜିଦ ଗୀର୍ଜା ସ୍ଥଳେ ଏବେ ରାଜୁତି ଶୂନ୍ୟତା କରେ, ମାନବ ସମାଜ ଆଜି ଜୀଇଁ ତ ରହିଛି ଅଜଣା ଆଶଙ୍କାରେ. ଜଣା ନାହିଁ କେବେ କିଏ ହେବ କିପରି ଶିକାର, ଭୋଗିବ ଯନ୍ତ୍ରଣା ସେ ନିର୍ଦ୍ଦୟର ଦାରୁଣ ଆକ୍ରାନ୍ତର.
Loading comments…
Loading comments…