by Gangotri Priyadarshini ✓ · 15 Jan 2021
ପ୍ରତି କ୍ଷଣେ ଚକ୍ଷୁ ସ୍ନାତ ରାତ୍ରୀ କୋଳେ ହଜି ତ୍ୟାଗି ଦିଏ ସୁପ୍ରଭାତ ଅଧିରେ ନିଃଶ୍ୱାସ ପ୍ରଶ୍ଵାସ ହେଉଛନ୍ତି ଆତଯାତ ବିରହ ଯନ୍ତ୍ରଣା ବିହି ପ୍ରଦାନେ ହେଲି ଆହତ !!
Loading comments…
Comments
Loading comments…