by Sunanda Mohanty ✓ · 5 Aug 2020
ମୁଁ ବାହାରିଲିଣି ପୁରୀ ହାତରେ ଧରି ରଥ ଦଉଡି ବଡଦାଣ୍ଡେ ଦଣ୍ଡେ ଜୀଇଁ ଢୋକେ ପି ଆସିବି ମୁଁ ଫେରି ରଥର ଘରଘର ନିନାଦ ଗଗନ ପବନ ପ୍ରକମ୍ପିତ ସତ ହେବଟି ଶ୍ରୀହରି?
Loading comments…
Loading comments…