by Antaryami Biswal ✓ · 5 Feb 2020
ତୁ ସତରେ କିଏ କି ଏମିତି? ତିମିରିତ ଏକ ଉଷର ମରୁର ଅବଶେଷ ଅବା ଶେଷ ସମୟର ଶୀତଳ ଆଶ୍ଳେଷ ସଂଚରିତ କରୁଣା କି ତୁ କେଉଁ ମହାନ ସ୍ରଷ୍ଟାର?
Loading comments…
Comments
Loading comments…