by Jyotiranjan Acharya ✓ · 23 May 2019
ହଁ ପାଗଳ ହୋଇ ନଥିଲେ ଭଅଁରଟିଏ ହୋଇଥାନ୍ତି ହେଲେ। ନିରାଶାର ଗଛତଳେ ଏମିତି ବସି ନଥାନ୍ତି ଆଶାର ଫଳଟିର ଅପେକ୍ଷାରେ।
Loading comments…
Loading comments…