by Parshuram Biswal ✓ · 16 Aug 2017
ଆଶିଷ ଦେବାକୁ ଆସିବୁ କାଳିଆ, କାଲି ପୁଅ ବାହାଘର ସାଙ୍ଗରେ ଆଣିବୁ ଭୁଲିବୁ ନାହିଁ ତୁ ଲକ୍ଷ୍ମୀ ସାଆନ୍ତାଣୀ ମୋର ବସିଛି ଅନେଇଁ ତୋ ବାଟକୁ ଚାହିଁ ଦେଲି ନିମନ୍ତା ପତର ।
Loading comments…
Loading comments…