by Prasanna Kumar Madala ✓ · 5 Feb 2021
ବେଗ ଉଦବେଗର ପ୍ରଶମନ ଅର୍ଥେ ଅନ୍ୱେଷି ରତ୍ନ ପ୍ରାଣପଣେ ଥାଇ ବିଫଳ ହୋଇଲା ସମସ୍ତ ଯତ୍ନ , ଓସ୍ତପତ୍ର ପ୍ରାୟେ ଥରୁଥିଲା ମୋର ଶରୀର ମନ ସ୍ନେହର ସାଗରେ ଭାସିଗଲା ଏହି ଯୌବନ ଧନ ।
Loading comments…
Loading comments…