by Kishore Nayak ✓ · 15 Oct 2020
ମୃଦୁ ମଳୟ ଯାଏ ବହି ସୁନ୍ଦର ଦିଶଇ ଯେ ମହୀ ll ଦେଖି ସବୁଜ ଧାନ କ୍ଷେତ ଚଷା ପୁଅ ଯେ ଗାଏ ଗୀତ ll ଗ୍ରାମ ପଥ ଯେ ନଦୀ ଧାର ସବୁଠି କାଶର ସମ୍ଭାର ll ମନରେ ଭରଇ ପୁଲକ ଭାବୁକ ପଲ୍ଲୀର ଯୁବକ ll ପାର୍ବଣ ଋତୁ ନାମେ ଖ୍ୟାତ ନାମ ଯେ
Loading comments…
Comments
Loading comments…