by Sagar Kumar Parida ✓ · 9 Oct 2020
ମୁକ୍ତା ବିନ୍ଦୁ ପରି ଦିଶେ ପ୍ରଭାତ କାକର କ୍ଷେତ ଦେଖି ଚାଷୀ ମନ ଆନନ୍ଦ ତତ୍ପର।। ନିର୍ମଳ ଜଳରେ ଫୁଟେ କୁମୁଦ କମଳ ଶରତ ସୁନ୍ଦରୀ ଦତ୍ତ ସୁରମ୍ୟ ସମ୍ଭଳ ।। କୁମାର ପୂଜାରେ ରତ କୁମାରିଏ ମିଳି ଗ୍ରାମ୍ୟ ପରିବେଶ ପାର୍ଵଣରେ ଶୋହେ ଝଳି।।
Loading comments…
Comments
Loading comments…