by Trushna Das ✓ · 10 Jul 2021
ଆସିଲାରେ ମୌସୁମୀ ଧରିତ୍ରୀବାସୀ ପାଇଲେ ଟିକିଏ ଶାନ୍ତି ମୌସୁମୀର ପ୍ରଥମ ସ୍ପର୍ଶ ପାଇ ନିଜର ତୃଷ୍ଣା ମେଣ୍ଟାଇ ହୋଇଲେ ସବୁ ଖୁସି।। ଆସିଲାରେ ମୌସୁମୀ ଶୁଷ୍କ ତରୁ ଆଜି ହୋଇ ଉଠିଲା ଜୀବିତ ପୁଣି ନବ ପଲ୍ଲବିତ ହେଲା
Loading comments…
Loading comments…