by Ansuman Swain ✓ · 9 May 2021
ଆସିଛି ଆଜି ପହିଲି ରଜ ହସୁଛି ଆମ ମାଟି ଗାଁ ର ଦାଣ୍ଡେ ଉଡୁଛି ଧୂଳି ଉଡୁଛି ପଟା ଦୋଳି ମାମୁ ଆସିଲେ ଆସିବା ଆମ୍ଭେ ହୋଇବା ସଜବାଜ ମିଠା କହିବା ପିଠା ଖାଇବା ଶୁଣିବା ନନା ଗପ
Loading comments…
Loading comments…