by Pranati Mahapatra ✓ · 8 Jul 2019
ଖାଲି ଜାଗା ଦେଖି ବୃକ୍ଷ ରୋପିବା ଖତ, ସାର, ପାଣି ଦେଇ ତାକୁ ବଞ୍ଚାଇବା ସିଏ ବଞ୍ଚିଲେ ଆମେ ବଞ୍ଚିବା ସଭିଙ୍କୁ ବୁଝାଇ କହିବା । ଆସରେ ପିଲେ ବଣକୁ ଯିବା...।
Loading comments…
Loading comments…