by KRUTIBAS NAYAK ✓ · 12 Jan 2021
ବଳେବଳେ ଗର୍ବ ଆଉ ଅହଂକାର ଆସେ, ମୁଁ ଜାଣେ କୁରୁବଂଶ ସଦା ନିରାପଦ | ମୋର ବାହୁବଳ କଥା ଜାଣିଛନ୍ତି ଇନ୍ଦ୍ର, ବଜ୍ରକୁ ମୁଁ ଭାଙ୍ଗିପାରେ କରି ଖଣ୍ଡଖଣ୍ଡ | ଲୌହସ୍ତମ୍ଭ ମୋ ଆଗରେ ସାମାନ୍ୟ କୁଶାଗ୍ର |
Loading comments…
Comments
Loading comments…