by Madhabi Patel ✓ · 15 Jan 2021
ବିଦ୍ୟାଶିକ୍ଷା କରିବାକୁ କରନ୍ତି ଯତନ। ବିଏ ବିଇଡି କରିମୁଁ ହେଲି ସୁ ଗୃହିଣୀ। ଳାଳନ ପାଳନ କଲି କନ୍ୟା ପୁତ୍ରବେନି। ଯୋଗ୍ୟ ସନ୍ତାନ ସମସ୍ତେ ଯନ୍ତ୍ରୀ କର୍ମ କଲେ। ଗୃହ ଜଞ୍ଜାଳ କମିଲା କି କରିବି ଭାଲେ।
Loading comments…
Comments
Loading comments…